*ନୂଆପଡା ତାନୱାଟ ଠାରେ ଲାଲ ସିଂ ମାଝୀଙ୍କ ଗୌରବ ଦିବସ ପାଳିତ,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ତାନୱାଟ ଠାରେ ଲାଲ ସିଂ ମାଝୀଙ୍କ ଗୌରବ ଦିବସ ପାଳିତ ହୋଇଯାଇଅଛି। ଏହି ସହିଦ ଦିବସ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଦିବାସୀ ଙ୍କ ମଧ୍ୟରେ ଲାଲ ସିଂ ମାଝୀ ଅନ୍ୟଙ୍କୁ ପ୍ରେରଣା ଉତ୍ସ ଅଟନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସଭା ରେ ଯୁବ ନେତୃମଣ୍ଡଳୀ ଅଭିନନ୍ଦନ ପଣ୍ଡା, ବହୁ ଆଦିବାସୀ ନେତା ପ୍ରକାଶ କରିଛନ୍ତି।ଅନେକ ଦୂର ଦୁରାନ୍ତ ରୁ ଲୋକ ମାନେ ଆସି ଯୋଗ ଦେଇ ସଭା ର ମାନ ବଢ଼ାଇଛନ୍ତି। ଆଦିବାସୀ ସମାଜ କିପରି ଉନ୍ନତି କରିବା ଲୋକେ ତାଙ୍କ ସଂସ୍କୃତି କୁ ବଜାଇ ରଖି ପାରିବେ ଜୟ ଢୋଲକିଆ କହିଲେ।
