ଭୁବନେଶ୍ୱର ରେ ନକଲି ଅପମିଶ୍ରିତ ଫୁଡ୍ କଲର
ଯାଞ୍ଚ ବେଳେ ଧାରା ପଡିଲା
ଭୁବନେଶ୍ୱର।।।।। କଲିକତା ରେ ଥିବା ବୁଶ କମ୍ପାନୀ ର ଫୁଡ୍ ରଙ୍ଗ କୁ ନକଲି
ୟୁନିଟ୍ 4 ,ଭସୁଆ ନଗର ଭୁବନେଶ୍ବର ର ଏମ୍ କେ ପି ଟ୍ରେଡସ ନାମକ ଏକ ଦୋକାନୀ ନକଲି ଅପମିଶ୍ରିତ ଫୁଡ୍ ରଙ୍ଗ ତିଆରି କରି ବ୍ୟବସାୟ କରୁଥିଲ
ତତ୍ ସହିତ ଜିଲ୍ଲାରେ ବିଭିନ୍ନ ଡିଲର ମାନଙ୍କୁ ଉକ୍ତ ରଙ୍ଗ ଯୋଗାଇଥିଲା
ଏହି ନକଲି ରଙ୍ଗ ବିକ୍ରି କରୁଥିବାର ନଜର କମ୍ପାନୀ ର କର୍ମଚାରୀ ଜାଣିବାକୁ ପାଇଲେ
ଆଉ କଲିକତା ରେ ଥିବା ଉଚ୍ଚ ଅଧିକାରୀ ଙ୍କୁ ଅବଗତ କରାଇଲେ ଆଉ କମ୍ପାନୀ ର ଅଧିକାରୀ ନିକଟସ୍ତ ଖାରବେଳ ଥାନାରେ ଅଭିଯୋଗ ପତ୍ର ଦେଇଥିଲେ ପୋଲିସ ସେହି ଅଭିଯୋଗ କୁ ଆଧାର କରି ପୋଲିସ ଟିମ୍ ଯାଇ ଦୋକାନ ଯାଞ୍ଚ କରିଥିଲେ ।ଯାଞ୍ଚ୍ ବେଳେ 250 ବସ୍ ନକଲି ଫୁଡ୍ କଲର ମିଳିଥିଲା । ଯାହା ଅସଲି କମ୍ପାନୀ କୁ (BUSH) କରି ନକଲି ଫୁଡ୍ କଲର ବଜାରରେ ବିକ୍ରି କରୁଥିଲେ। ପୋଲିସ ଏହି ସବୁ ନକଲି ସାମଗ୍ରୀ ଗୁଡ଼ିକୁ ସିଜ୍ସ କରିବା ସହିତ ଦୋକାନୀ ନାମରେ 318(2), 318(63,103,104,,,,,,ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି
ଭୁବନେଶ୍ୱର ରୁ ଜଗତ ବିଶ୍ଵାଳ ଙ୍କ ରିପୋର୍ଟ ଭଞ୍ଜଦୁତ୍ ଖବର
