ଭୀମଦା ଭି.ଏଲ.ଡବ୍ଲୁ .ହରିଶ ଚନ୍ଦ୍ର ମହାନ୍ତ ପାଇଁ ଚର୍ଚ୍ଚା ରେ ବଡ଼ସାହି ବ୍ଲକ ଆଉ ଭୀମଦା ପଞ୍ଚଯାତ…
ବଡ଼ସାହି…..ମୟୁରଭଞ୍ଜ ଜିଲ୍ଲାର ସର୍ବ ବୃହତ 26 ଟି ପଂଚାୟତ କୁ ନେଇ ଗଠିତ ବଡ଼ସାହି ବ୍ଲକ
କେତେବେଳେ ବ୍ଲକ ଚର୍ଚ୍ଚା ରେ ତ କେତେବେଳେ ପଞ୍ଚଯାତ ଚର୍ଚ୍ଚା ରେ
ଏ ବ୍ଲକ ଗୋଟିଏ ଏମିତି ଯେତେ ଦୃନୀତି କିମ୍ବା ଦାଇତ୍ୱ ନେଇଥିବା କାର୍ଯ୍ୟ କୁ ସୁଚାର ରୂପେ ନ କଲେ ଉପରସ୍ତ ଅଧିକାରୀ ପାଟି ଚୁପ କିମ୍ବା କାନ ରେ ତୁଳା ଦେଇଥାନ୍ତି
ଆଉ ଆକ୍ସନ କି ରିଏକ୍ସନ କିଛି ନାହି
ଆଉ ଯଦି ସାଧାରଣ ଲୋକ ବିଡ଼ିଓ ମାଡାମ କୁ ଅଭିଯୋଗ କିମ୍ବା ଫୋନ ରେ ଯୋଗାଯୋଗ କରିବେ ସେ ଫୋନ କଲ୍ ଦେଖିକି ଜାଣି କି ଅଜଣା ବ୍ଲକ ର ଅଧିପତି ଙ୍କ ର ପ୍ରକୃତି ଯାହା ତଳ କର୍ମଚାରୀ ଆଉ କଣ ବାଦ ଯିବେ ଯେପରି ଭୀମଦା vlw ହରିଶ ଚନ୍ଦ୍ର ମହାନ୍ତ ଫୋନ କଲେ ରିସିଭ କରନ୍ତି ନାହି ଯଦି କରିବେ ପୁରା 2400 ଉତ୍ତାପରେ କଥା ହେବେ ଯେପରି ସେ ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଆଉ ପଞ୍ଚଯାତ କେତେ ବେଳେ ଆସୁଛନ୍ତି ଆଉ ଯାଉଛନ୍ତି ତାଙ୍କୁ ଜଣା ଆଉ ଅଜଣା କିଛି ଗ୍ରାମ ବସି ତାଙ୍କ ପଛରେ ଷ୍ଟାମ୍ପ ମାରିଲେ ଯେ ଏଇ ହରିଶ ଚଦ୍ର ମହାନ୍ତ ଜଣେ ମାତାଲ
ହଁ କଥା ରେ ନାହି ଅଧିକ ତେଲ ହେଲେ କେଉଁଠି ଲଗା ଯାଏ ତାହା ସମସ୍ତ ଙ୍କୁ ଜଣା ହଁ ହରିଶ ବାବୁଙ୍କର ଅଧିକ ତେଲ ଅଛି ତା ଛଡା ପଞ୍ଚଯାତ ରୁ କିଛି ପକେଟ ଗରମ ହେଉଛି ତ କଣ ପାଇଁ ମାତାଲ ଷ୍ଟାମ୍ପ ନା ବାଜିବ ଉପର i ହଁ ତୁମେ ଉପରି କମାଉଚ ଖାଅ ଆମର କଣ ଯାଏ କି ଆସେ ଏଇ ଲୋକ ଯାହା କହୁଛନ୍ତି ମାତାଲ ଆଉ କିଛି ନୁହେଁ ହୋଉ ହରିଶ ବାବୁ କାଗଜ ଆଉ କଲମ ପ୍ରସ୍ତୁତ କରି ରଖନ୍ତୁ ଆମେ ଆମେ ବି (. ର) ରେଡି କରି ରଖି ଅଛୁ ଖୁବ ଶୀଘ୍ର ପହଂଚି ଯିବ
ତୁମେ ଅପେକ୍ଷା କର
