Month: June 2026

ସମ୍ବଲପୁର ଫିଲାଟେଲିକ୍ ବ୍ୟୁରୋରେ ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ରମେଶ ଅଗ୍ରୱାଲ.:ନିପ୍ର) ସମ୍ବଲପୁର: ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷ୍ୟରେ ଗତକାଲି ରେ ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ଏହି ଅବସରରେ ଏକ ‘ସ୍ୱତନ୍ତ୍ର ବିଲୋପନା ସଂକଲ୍ପ’ ଏବଂ ପାଞ୍ଚଟି ଚିତ୍ରାଙ୍କିତ ପୋଷ୍ଟକାର୍ଡ ଆନୁଷ୍ଠାନିକ ଭାବେ ଉନ୍ମୋଚିତ କରା ଯାଇଥିଲା । ସମ୍ବଲପୁର ଅଞ୍ଚଳର ଡାକ ସେବା ନିର୍ଦ୍ଦେଶକ ଶ୍ରୀ ଏସ୍. କେ. ଠାକରେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ପ୍ରସିଦ୍ଧ ଫିଲାଟେଲିଷ୍ଟ (ଡାକଟିକଟ ସଂଗ୍ରାହକ) ଶ୍ରୀ ଶାନ୍ତନୁ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବଲପୁର ଡାକ ମଣ୍ଡଳ ଅଧିକ୍ଷକ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ ସମ୍ବଲପୁର ମୁଖ୍ୟ ଡାକଘରର ଡାକପାଳ ଶ୍ରୀ ତରଣୀସେନ ଭୁସାଗର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପ୍ରମୁଖ ଫିଲାଟେଲିଷ୍ଟ ଶ୍ରୀ ବି. ବି. ପଟ୍ଟନାୟକ, ଶ୍ରୀ ଅଜିତ କୁମାର ରାଉତ ଏବଂ ଶ୍ରୀ ବିଶ୍ୱନାଥ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଫିଲାଟେଲିକ୍ ବ୍ୟୁରୋର ପ୍ରଭାରୀ ଶ୍ରୀ ସପ୍ତର୍ଷି ପୁରୋହିତ ମଞ୍ଚ ଆହ୍ୱାନ ଓ ପରିଚାଳନା କରିଥିଲେ । ଏହି ସ୍ମରଣୀୟ ଦିବସକୁ ଅଧିକ ସାର୍ଥକ କରିବା ପାଇଁ କାର୍ଯ୍ୟକ୍ରମ ଶେଷରେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । IMG-20260610-WA0062

ସମ୍ବଲପୁର ଫିଲାଟେଲିକ୍ ବ୍ୟୁରୋରେ ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ରମେଶ ଅଗ୍ରୱାଲ.:ନିପ୍ର) ସମ୍ବଲପୁର: ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷ୍ୟରେ ଗତକାଲି ରେ ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ଏହି ଅବସରରେ ଏକ ‘ସ୍ୱତନ୍ତ୍ର ବିଲୋପନା ସଂକଲ୍ପ’ ଏବଂ ପାଞ୍ଚଟି ଚିତ୍ରାଙ୍କିତ ପୋଷ୍ଟକାର୍ଡ ଆନୁଷ୍ଠାନିକ ଭାବେ ଉନ୍ମୋଚିତ କରା ଯାଇଥିଲା । ସମ୍ବଲପୁର ଅଞ୍ଚଳର ଡାକ ସେବା ନିର୍ଦ୍ଦେଶକ ଶ୍ରୀ ଏସ୍. କେ. ଠାକରେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ପ୍ରସିଦ୍ଧ ଫିଲାଟେଲିଷ୍ଟ (ଡାକଟିକଟ ସଂଗ୍ରାହକ) ଶ୍ରୀ ଶାନ୍ତନୁ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବଲପୁର ଡାକ ମଣ୍ଡଳ ଅଧିକ୍ଷକ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ ସମ୍ବଲପୁର ମୁଖ୍ୟ ଡାକଘରର ଡାକପାଳ ଶ୍ରୀ ତରଣୀସେନ ଭୁସାଗର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପ୍ରମୁଖ ଫିଲାଟେଲିଷ୍ଟ ଶ୍ରୀ ବି. ବି. ପଟ୍ଟନାୟକ, ଶ୍ରୀ ଅଜିତ କୁମାର ରାଉତ ଏବଂ ଶ୍ରୀ ବିଶ୍ୱନାଥ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଫିଲାଟେଲିକ୍ ବ୍ୟୁରୋର ପ୍ରଭାରୀ ଶ୍ରୀ ସପ୍ତର୍ଷି ପୁରୋହିତ ମଞ୍ଚ ଆହ୍ୱାନ ଓ ପରିଚାଳନା କରିଥିଲେ । ଏହି ସ୍ମରଣୀୟ ଦିବସକୁ ଅଧିକ ସାର୍ଥକ କରିବା ପାଇଁ କାର୍ଯ୍ୟକ୍ରମ ଶେଷରେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ସମ୍ବଲପୁର ଫିଲାଟେଲିକ୍ ବ୍ୟୁରୋରେ ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ବଲପୁର ଫିଲାଟେଲିକ୍ ବ୍ୟୁରୋରେ ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷେ ସ୍ୱତନ୍ତ୍ର...
Read More Read more about ସମ୍ବଲପୁର ଫିଲାଟେଲିକ୍ ବ୍ୟୁରୋରେ ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ରମେଶ ଅଗ୍ରୱାଲ.:ନିପ୍ର) ସମ୍ବଲପୁର: ‘ବିଶ୍ୱ ପରିବେଶ ଦିବସ’ ଉପଲକ୍ଷ୍ୟରେ ଗତକାଲି ରେ ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ଏହି ଅବସରରେ ଏକ ‘ସ୍ୱତନ୍ତ୍ର ବିଲୋପନା ସଂକଲ୍ପ’ ଏବଂ ପାଞ୍ଚଟି ଚିତ୍ରାଙ୍କିତ ପୋଷ୍ଟକାର୍ଡ ଆନୁଷ୍ଠାନିକ ଭାବେ ଉନ୍ମୋଚିତ କରା ଯାଇଥିଲା । ସମ୍ବଲପୁର ଅଞ୍ଚଳର ଡାକ ସେବା ନିର୍ଦ୍ଦେଶକ ଶ୍ରୀ ଏସ୍. କେ. ଠାକରେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ପ୍ରସିଦ୍ଧ ଫିଲାଟେଲିଷ୍ଟ (ଡାକଟିକଟ ସଂଗ୍ରାହକ) ଶ୍ରୀ ଶାନ୍ତନୁ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବଲପୁର ଡାକ ମଣ୍ଡଳ ଅଧିକ୍ଷକ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ ସମ୍ବଲପୁର ମୁଖ୍ୟ ଡାକଘରର ଡାକପାଳ ଶ୍ରୀ ତରଣୀସେନ ଭୁସାଗର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପ୍ରମୁଖ ଫିଲାଟେଲିଷ୍ଟ ଶ୍ରୀ ବି. ବି. ପଟ୍ଟନାୟକ, ଶ୍ରୀ ଅଜିତ କୁମାର ରାଉତ ଏବଂ ଶ୍ରୀ ବିଶ୍ୱନାଥ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଫିଲାଟେଲିକ୍ ବ୍ୟୁରୋର ପ୍ରଭାରୀ ଶ୍ରୀ ସପ୍ତର୍ଷି ପୁରୋହିତ ମଞ୍ଚ ଆହ୍ୱାନ ଓ ପରିଚାଳନା କରିଥିଲେ । ଏହି ସ୍ମରଣୀୟ ଦିବସକୁ ଅଧିକ ସାର୍ଥକ କରିବା ପାଇଁ କାର୍ଯ୍ୟକ୍ରମ ଶେଷରେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ସ୍ମାଇଲ ବୃଦ୍ଧାଶ୍ରମ ରେ ଶୁଖିଲା ଖାଦ୍ୟ ପ୍ରଦାନ । ଯାଜପୁର( ନିରୋଜ କୁମାର ସେଠୀ) ପୁର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ...
ସ୍ବତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ। ଗଜପତି (ଟିକି ଲିମା) ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ...
ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ   ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ...