ଜାତୀୟ ପ୍ରେସ ଦିବସ ରେ ଅତିଥି ବିନା ପ୍ରଥମେ ଆଲୋଚନା ତାପରେ ବୟ କଟ ଲା
ଜାତୀୟ ପ୍ରେସ ଦିବସ ଆଉ କୋରାପୁଟ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସଦଭାବନା ଗୃହ ରେ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ନିର୍ଦ୍ଧିଷ୍ଟ ସମୟ ଦିନ 11ଟା ରଖିଥିଲେ l ନିର୍ଦ୍ଧିଷ୍ଟ ସମୟ ରେ ବିଭିନ୍ନ ଗଣମାଧ୍ୟ୍ୟମ ପ୍ରତିନିଧି କାଯ୍ୟକ୍ରମ ସ୍ଥଳ ରେ ଉପସ୍ଥିତ ହେଲେ ହେଲେ ମୁଖ୍ୟ ଅତିଥି ଆଉ ସଂମ୍ମାନିତ ଅତିଥି ଙ୍କ ଦେଖା ମେଳି ନ ଥିଲା ଦୀର୍ଘ ଏକ ଘଣ୍ଟା ଅପେକ୍ଷା ପରେ ମୂଖ୍ୟ ଅତିଥି ଆଉ ସଂମ୍ମାନିତ ଅତିଥି ଙ୍କ ବିନା ଉପସ୍ଥିତ ରେ ସାମ୍ବାଦିକ ମାନେ ଆଲୋଚନା ରେ ଭାଗ ନେଲେ ଏମିତି ରେ ଆଉ ଏକ ଘଣ୍ଟା ସମୟ ଅତିବାହିତ ହୋଇଗଲା ଆଉ ଧୋର୍ଯ୍ୟ ହରା ହୋଇ ଶେଷରେ ସାମ୍ବାଦିକ ମାନେ କାଯ୍ୟକ୍ରମ ସ୍ଥଳ ରୁ ବିଦାୟ ନେଲେ l ଅବଶ୍ୟ ପରେ ଜିଲ୍ଲା ପାଳ କାଯ୍ୟକ୍ରମ ସ୍ଥଳ ରେ ପହଂଚି କିଛି ହାଥ ଗଣତି ସାମ୍ବାଦିକ ଙ୍କ ଗହଣ ରେ ଏହି ଦିବସ କୁ ପାଳନ କଲେ ସତ ହେଲେ ସେତେବେଳେ ପ୍ରାୟତଃ ସହେଭାଗ ସାମ୍ବାଦିକ ମାନେ ସେଉଠୁ ଚାଲିଯାଇଥିଲ,କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
