*ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଛାତ୍ରୀ ଲୋପାମୂଦ୍ରା ପୁଝାରୀ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ କୁ ଗର୍ବ ଓ ଗୌରବ ଆଣିଛନ୍ତି। କଲିକତା ଠାରେ ପ୍ରାକ୍ ଗଣତନ୍ତ୍ର ପ୍ୟାରେଡ ଭାଗ ନେବେ ଏନ୍ ଏସ ଏସ ସ୍ବେଛାସେବୀ ଲୋପାମୁଦ୍ରା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଡିଗ୍ରୀ ମହିଳା କଲେଜ୍ ଛାତ୍ରୀ ଲୋପାମୂଦ୍ରା ପୁଝାରୀ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ କୁ ଗର୍ବ ଓ ଗୌରବ ଆଣିଛନ୍ତି। କଲିକତା ଠାରେ ପ୍ୟାରେଡ ରେ ଅଂଶ ଗ୍ରହଣ କରିବେ ଏନ୍ ଏସ ଏସ ସ୍ବେଛାସେବୀ ଲୋପାମୁଦ୍ରା। ସେ ପୂର୍ବତଟ ପ୍ରାକ୍ ଗଣତନ୍ତ୍ର ଦିବସ ରେ ପ୍ୟାରେଡ କରିବା ପାଇଁ ମନୋନୀତ ହୋଇ ଥିବା ବେଳେ ତାଙ୍କ ଏହି ସଫଳତା ପାଇ ଡିଗ୍ରୀ ମହିଳା କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରାଧନୀ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ଵ ବିଦ୍ୟାଳୟ ପକ୍ଷ ରୁ ମଧ୍ୟ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ରାଜ୍ୟ ରୁ ୫୩ ଜଣ ଛାତ୍ର ଛାତ୍ରୀ ଏହି ପ୍ୟାରେଡ ରେ ସାମିଲ ହେଉଥିବା ବେଳେ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ ରୁ ମାତ୍ର ଜଣେ ସ୍ବେଛାସେବୀ ଲୋପାମୁଦ୍ରା ମନୋନୀତ ହୋଇଛନ୍ତି। ତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ପ୍ରଦାନ କରୁଛନ୍ତି। ଆସନ୍ତା ୧୮ ନଭେମ୍ବର ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନିୟୁଟିଆ ବିଶ୍ଵ ବିଦ୍ୟାଳୟ ପଶ୍ଚିମ ବଙ୍ଗ ରେ ଭାଗ ନେବେ। ସେ ପ୍ରାକ୍ ସାଧାରଣ ତନ୍ତ୍ର ଦିବସ ରେ ପ୍ୟାରେଡରେ ଭାଗ ନେବା ପାଇଁ ମନୋନୀତ
