*ନୂଆପଡା ଉପ ନିର୍ବାଚନ ନେଇ ଅନେକ ବ୍ୟବସ୍ଥା ହାତକୁ ନେଇଛନ୍ତି। ବିଶେଷ ରୂପେ ମାଁ ଏବଂ ଶିଶୁଙ୍କ ପାଇଁ ମାତୃ କକ୍ଷ ବ୍ୟବସ୍ଥା ରହିଅଛି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ଅନେକ ବ୍ୟବସ୍ଥା ହାତକୁ ନେଇଛନ୍ତି। ବିଶେଷ ରୂପେ ମାଁ ଏବଂ ଶିଶୁଙ୍କ ପାଇଁ ମାତୃ କକ୍ଷ ବ୍ୟବସ୍ଥା ରହିଅଛି। ଏହାଦ୍ବାରା ମହିଳା ମାନେ ନିଜ ନବଜାତ ଶିଶୁ କିମ୍ବା କୋଳରେ ଧରିଥିବା ଶିଶୁ ଙ୍କୁ ଖାଦ୍ୟ ପ୍ରଦାନ ଏବଂ ସ୍ତନ୍ୟ ପାନ କରିବା ପାଇଁ ମାତୃ କକ୍ଷ ପ୍ରସ୍ତୁତି ହୋଇଅଛି। ଏହା ଦ୍ବାରା ସହଜ ଏବଂ ସୁରକ୍ଷିତ ମତଦାନ କରିବା ସୁଯୋଗ ସୃଷ୍ଟି କରିଛନ୍ତି। ନୂଆପଡ଼ା ସଦର ମହକୁମା ସ୍ଥିତ ସମସ୍ତ ସଖୀ ବୁଥ ରେ ମାତୃ କକ୍ଷ ସ୍ଥାପନ ହୋଇଅଛି। ନିଜ ଅଧିକାର ଭୋଟ ଦେବା ସମୟ ରେ କୌଣସି ରକମ ଅବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ ବୋଲି ଆହ୍ବାନ କରିଛନ୍ତି।ବୁଥ ନମ୍ୱର୍ ୧୨୧ ଏବଂ ୧୨୭ ପାଇଁ ଗୋଟିଏ ମାତୃ କକ୍ଷ ନିର୍ମାଣ ହୋଇଅଛି। ତ
