*ନୂଆପଡା ଉପ ନିର୍ବାଚନ, ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ଅଶେଷ ଧନ୍ୟବାଦ୍, ଦିବ୍ୟାଙ୍ଗ ମହିଳା ଭୋଟର ଙ୍କୁ ମତଦାନ କେନ୍ଦ୍ର କୁ ପଠାଇବା ବ୍ୟବସ୍ଥା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ, ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ଅଶେଷ ଧନ୍ୟବାଦ୍, ଦିବ୍ୟାଙ୍ଗ ମହିଳା ଭୋଟର ଙ୍କୁ ମତଦାନ କେନ୍ଦ୍ର କୁ ପଠାଇବା ବ୍ୟବସ୍ଥା। ଏହାଦ୍ବାରା ମହିଳା ଦିବ୍ୟାଙ୍ଗ ଭୋଟର ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ରେ ସହାୟକ ହୋଇଥିବା ରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନୂଆପଡ଼ା ୧୧୯ ନମ୍ୱର୍ ବୁଥ ରେ ନିଜ ମତଦାନ କରିଛନ୍ତି।
