*ନୂଆପଡା ଉପ ନିର୍ବାଚନରେ ବୁଥ ବ୍ୟବସ୍ଥା ନେଇ ପହଞ୍ଚି ଥିଲୁ ବୁଥ ସଂଖ୍ୟା ୨୫୩ କୁ, ତରବୋଡ ୧ ନମ୍ୱର୍ ବୁଥ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନରେ ବୁଥ ବ୍ୟବସ୍ଥା ନେଇ ପହଞ୍ଚି ଥିଲୁ ବୁଥ ସଂଖ୍ୟା ୨୫୩ କୁ ତରବୋଡ ୧ ନମ୍ୱର୍ ବୁଥ ରେ । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମହଜୁଦ ଥିବା ବେଳେ ଦିବ୍ୟାଙ୍ଗ, ବୟସ୍କ ଏବଂ ଚଲା ବୁଲା କରି ପାରୁନଥିବା ଭୋଟର ଙ୍କୁ ଆଣିବା ପାଇଁ ଟ୍ରାୟ ସାଇକେଲ ବ୍ୟବସ୍ଥା ରହିଅଛି। ପାନୀୟ ଜଳ ସୁବିଧା ଥିବା ବେଳେ ଏହି ବୁଥ ରେ ୮୬୫ ଜଣ ମତଦାନ ରହିଛନ୍ତି। ଆସନ୍ତା କାଲି ତାଙ୍କ ମଟ ସାବ୍ୟସ୍ତ କରିବେ। ପୋଲିଙ୍ଗ ଅଧିକାରୀ, ପ୍ରିଜାଇଡିଙ୍ଗ ଅଧିକାରୀ ମାନେ ନିଜ ବୁଥ ରେ ପହଞ୍ଚି ଆସନ୍ତା କାଲି ହେବାକୁ ଥିବା ନିର୍ବାଚନ ସକାଳ ୭ ଘଣ୍ଟା ରୁ ଆରମ୍ଭ ହେବ। ତେଣୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଥିବା ଦେଖାଉଛନ୍ତି।
