ରାଜ୍ୟ ସ୍ତରୀୟ ବାର କ୍ରିକେଟ turanament 2025 ଉଦଯାପିତ… ଭୁବନେଶ୍ଵର କୁ 49 ରନ୍ ରେ ହରାଇ ଗଂଜାମ ଚମ୍ପୀୟାନ
କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ରେ ଫାଇନାଲ ଚମ୍ପୀୟନ ହୋଇଚି ଗଞ୍ଜାମ ବାର ଆସୋସିଏସନ। ମୁଖ୍ୟ ଅତିଥି ଭାବେ ଫାଇଁନାଲ ମ୍ୟାଚ୍ ରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଳଖା ଏବଂ ନାଲକୋ ର ଇଡି ନିରଞ୍ଜନ ସାମଲ ଉପସ୍ଥିତ ଥିଲେ।ଭୁବନେଶ୍ଵର ବାର କୁ 49 ରନ ରେ ହରାଇ ଗଂଜାମ ଟ୍ରଫି ହାସଲ କରିଛି । ଫାଇନାଲ ମ୍ୟାଚ ଗଞ୍ଜାମ ଵାର ସହ ଭୁବନେଶ୍ଵର ଵାର ମଧରେ ଅନୁଷ୍ଟିତ ହୋଇଥଲା। ପ୍ରଥମେ ଟସ ଜିତି ଗଞ୍ଜାମ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ହୋଇଥିଲା। 17.3 ଓଭର ରେ 112 ରନ୍ କରି ଅଲ ଆଉଟ୍ ହୋଇ ଗଞ୍ଜାମ ଟିମ୍। ଦ୍ୱତୀୟ ଇନୀଙ୍ଗସ ବ୍ୟାଟିଂ କରିବାକୁ ଆସି 15.5 ଓଭର ରେ ମାତ୍ର 64 ରନ୍ ରେ ଅଳ ଆଉଟ୍ ହୋଇଯାଇଥିଲେ । ଫଳ ରେ 49 ରନ ରେ match ଟିକୁ ଗଞ୍ଜାମ ବାର ଆସୋସିଏସନ୍ ଜିତି ନେଇଥିଲା। ଅମ୍ପାୟାରି ଭାବେ ଓସିଏ ପାନଲ ଆମ୍ପାରିଙ୍ଗ ତୁଷାର ପଣ୍ଡା ଏବଂ ଅସିତ ପଟନାୟକ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍ ରେଫ୍ରି ଭାବେ ପ୍ରଦୀପ କୁମାର ମହାନ୍ତି ଦାୟୀତ୍ବ ତୁଲାଇ ଥିଲେ। ସ୍କୋରର ଭାବେ ଭକ୍ତ ଏବଂ ଦିଲିପ ରହିଥିଲେ। ଅଳ ରାଉଣ୍ଡ ପ୍ରଦର୍ଶନ ପାଇଁ ଗଞ୍ଜାମ ଟିମ ର ଦୁର୍ଗା ପଟନାୟକ ଙ୍କୁ ମ୍ୟାନ୍ ଅଫ ଦି, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
