ଜୀବନ ହାରିଦେଲେ ମହିଳା ହୋମଗାର୍ଡ
ରାଜଧାନୀ ସ୍ଥିତ ଚନ୍ଦ୍ରଶେଖରପୁର ଥାନା । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ସ୍ୱାମୀଙ୍କ ୬ ମାସ ତଳେ ଦେହାନ୍ତ ହୋଇଥିଲା । ମାନସିକ ଚାପରେ ଥିଲେ ଭଲ ପାଇଁ ବାହାଘର ହେଇଥିଲେ ତାଙ୍କର ୨ ଟି ଛୁଆ ଅଛନ୍ତି । ମାତ୍ର ୩ ମାସ ତଳେ ଚାକିରିରେ ଯୋଗ ଦେଇଥିଲେ । ତେବେ ମାନସିକ ଦୁଶ୍ଚିନ୍ତାରୁ ବିଷ ପିଇ ଜୀବନ ହାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ କାହିଁକି ଏମିତି ଚରମ ପଦକ୍ଷେପ ଗ୍ରହଣ କରିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ବାଚୀ ସ୍ତୁଷ୍ଟି ତେବେ ପୋଲିସ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ।
