*ନୂଆପଡା ଜିଲ୍ଲା ଭାରତୀୟ ଜନତା ଦଳ କାର୍ଯ୍ୟାଳୟ ଠାରେ ୧୫୦ ତମ ବନ୍ଦେ ଭାରତ ଉତ୍ସବ ପାଳିତ,*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ଦଳ କାର୍ଯ୍ୟାଳୟ ଠାରେ ୧୫୦ ତମ ବନ୍ଦେ ଭାରତ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ଉପ ପ୍ରଭାରୀ ସୁଲତା ହୁଷଣ୍ଡି, ଛୋଟେଲାଲ ଭାଇ ବହୁ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ। ବନ୍ଦେ ଭାରତ ଗୀତ ର ୧୫୦ ବର୍ଷ ପୂର୍ତ୍ତି ନେଇ ସମଗ୍ର ଦେଶ ବନ୍ଦେ ମାତରମ ଉତ୍ସବ ପାଳିତ କରୁଛନ୍ତି।
