*ନୂଆପଡା ଉପ ନିର୍ବାଚନ ସରଗରମ , ପ୍ରଚାର ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ରେ ବିପୁଳ ଜନ ସମାଗମ, ନବୀନ ପଟ୍ଟନାୟକ ଙ୍କ ରୋଡ ଶୋ,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ସରଗରମ , ପ୍ରଚାର ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ରେ ବିପୁଳ ଜନ ସମାଗମ, ନବୀନ ପଟ୍ଟନାୟକ ଙ୍କ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ନବୀନ ପଟ୍ଟନାୟକ ସ୍ବତନ୍ତ୍ର ହେଲିକେପ୍ଟରେ ଖରୀଆର ରୋଡ ପୋଲିସ ଥାନା ପଛ ପଟ ପଡ଼ିଆରେ ଅବତରଣ କରି ଖରୀଆର ରୋଡ ଠାରୁ ନୂଆପଡ଼ା କୁ ଦୀର୍ଘ ୧୦ କିଲୋମିଟର ରୋଡ ଶୋ କରିବେ। ଦଳୀୟ କର୍ମୀ, ନେତା ଏବଂ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନବୀନ ପଟ୍ଟନାୟକ ଙ୍କ ଅପେକ୍ଷା ରେ ଅଛନ୍ତି। ନବୀନ ୧୧ ଘଣ୍ଟା ରେ ଆସିବା ଥିବା ବେଳେ ବର୍ତ୍ତମାନ ଏକ ଘଣ୍ଟା ବିଳମ୍ବ ହୋଇଥିବା ଜଣାପଡିଛି।
