*ନୂଆପଡା ଉପା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର ସରଗରମ ରହିଅଛି। ସଦଳ ବଳରେ ନିର୍ବାଚନ ପ୍ରଚାର, ବିପୁଳ ଜନ ସମର୍ଥନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର ସରଗରମ ରହିଅଛି। ସଦଳ ବଳରେ ନିର୍ବାଚନ ପ୍ରଚାର, ବିପୁଳ ଜନ ସମର୍ଥନ ରହିଥିବା ଦେଖାଯାଉଛି। ଦଳୀୟ ନେତାଙ୍କ ସହ ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନ ମଇଦାନ ରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ସମସ୍ତେ ସ୍ବାଗତ ଲାରି ସମର୍ଥନ ଜଣାଇଛନ୍ତି। ଆଜି ୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ର ସିଆଳଟି ଖଇରାନି, କୁଟେନ୍ ଛୁଆଁ, ପାରସଖୋଲ, ଆଦି ଗ୍ରାମ ପଞ୍ଚାୟତ ପରିକ୍ରମା କରିଛନ୍ତି। ସେ ନିଜ ବାପା ଙ୍କ ପ୍ରତି ଜନ ସେବା କରିବା ସହ ତାଙ୍କ ଦ୍ଵାର ଜୀବନ ର ଅନ୍ତିମ
ସମୟ ପର୍ଯ୍ୟନ୍ତ ଜନତା ଙ୍କ ପାଇଁ ଖୂଳା ରହିବା ବୋଲି ପ୍ରକାଶ କରିଛନ୍ତି।
