*ନୂଆପଡା ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଯୁବ ଭୋଟର ପରିଚୟ ସଚେତନ କର୍ମଶାଳା ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଯୁବ ଭୋଟର ପରିଚୟ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳା ରେ , ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ନାଏକ, ରାଜ୍ୟ ସମ୍ପାଦକ ବିରଞ୍ଜି ନାରାୟଣ ତ୍ରୀପାଠୀ,ରାଜ୍ୟ ଯୁବ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଯୋଗ ଦେଇ ଦେଶର ଯୁବ ଶକ୍ତିଙ୍କ ଆହ୍ବାନ ଗଣତନ୍ତ୍ରରେ ନିଜ ମତ ସାବ୍ୟସ୍ତ କରି ଗଣତାନ୍ତ୍ରିକ ଅଧିକାର ର ଲାଭ ଉଠାଇବାକୁ ଅନୁରୋଧ କରିଥିଲେ।
