*ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ମାରାଥନ ପ୍ରଚାର, ବଞ୍ଜାରୀ ଦେବୀଙ୍କ ଆଶୀର୍ବାଦ ନେବା ପରେ ବଞ୍ଜରି ମଣ୍ଡଳ ଅଞ୍ଚଳ ରେ ନିର୍ବାଚନ ପ୍ରଚାର କରିଥିଲେ*
ନୂଆପଡା(ମିଖାଏଲ ନନ୍ଦ)
ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ମାରାଥନ ପ୍ରଚାର, ବଞ୍ଜାରୀ ଦେବୀଙ୍କ ଆଶୀର୍ବାଦ ନେବା ପରେ ବଞ୍ଜାରୀ ମଣ୍ଡଳ ଅଞ୍ଚଳ ରେ ନିର୍ବାଚନ ପ୍ରଚାର କରିଥିଲେ। ବିଶେଷ କରି ଧରମପୁର,ଗ୍ରାମ ସହ କୁରେଶ୍ୱର୍, ଭେଳା, ପଞ୍ଚାୟତ ପ୍ରଚାର କରିଥିଲେ। ମହିଳା ମାନେ ସାକ୍ଷାତ କରି ଆଶୀର୍ବାଦ ଦେଇଛନ୍ତି। ବିପୁଳ ଜନ ସମର୍ଥନ ଥିବା ବେଳେ ବିଜୟ ନେଇ ଶତ ପ୍ରତିଶତ ଆଶାୟୀ ବୋଲି ପ୍ରକାଶ କରିଛନ୍ତି।
