*ନୂଆପଡା ଉପ ନିର୍ବାଚନ ନେଇ ଭାରତୀୟ ଜନତା ପାର୍ଟି ତୁଙ୍ଗ ନେତା ଙ୍କ ବୈଠକ ଏବଂ ନିର୍ବାଚନ ପ୍ରଚାର, ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦଳୀୟ କାର୍ଯ୍ୟାଳୟର ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହ ବୈଠକ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ନେଇ ଭାରତୀୟ ଜନତା ପାର୍ଟି ତୁଙ୍ଗ ନେତା ଙ୍କ ବୈଠକ ଏବଂ ନିର୍ବାଚନ ପ୍ରଚାର, ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦଳୀୟ କାର୍ଯ୍ୟାଳୟର ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହ ବୈଠକ କରିଛନ୍ତି। ଦଳୀୟ ପ୍ରାର୍ଥୀ ବିଜୟୀ ନେଇ ଶତ ପ୍ରତିଶତ ଆଶା ବଦୀ ବୋଲି କହିଥିଲେ। ସେ ଜଣେ କାର୍ଯ୍ୟକର୍ତ୍ତା, ଦଳୀୟ କାର୍ଯ୍ୟକର୍ତ୍ତା ରୁପ ଯେଉଁ ଦାୟିତ୍ବ ଦିଆ ଯାଇଛି, ଦାୟିତ୍ବ ନିର୍ବାହ କରି ପ୍ରଚାର କରୁଛନ୍ତି ବୋଲି କହିଥିଲେ। ବିକାଶର ମୂଦ୍ଦା ନେଇ ନିର୍ବାଚନ ବିଜୟୀ ହେବା ପ୍ରକାଶ କରିଛନ୍ତି।
