*ବଲାଙ୍ଗୀର ଜିଲ୍ଲା ର ଦିବ୍ୟାଙ୍ଗ ସମର୍ଥକ ନୂଆପଡ଼ା ଉପ ନିର୍ବାଚନ ରେ ପ୍ରଚାର କରିବା ପାଇଁ ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ରେ ଉପ ନିର୍ବାଚନ ନେଇ ସରଗରମ ମାହୋଳ ଲାଗି ରହିଥିବା ବେଳେ ସମର୍ଥକ ଏବଂ ପ୍ରଚାରକ ଙ୍କ ଉତ୍ସାହ ଦେଖିବାକୁ ମିଳୁଛି। ଷ୍ଟାର ପ୍ରଚାରକ ମାନେ ଆସି ତାରକା ହୋଟେଲ ରେ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚାଲିଥିବା ବେଳେ ଜଣେ ସାଧାରଣ ପ୍ରଚାରକ ଭାବରେ ବଲାଙ୍ଗୀର ଜିଲ୍ଲା ରୁ ଆସିଥିଲେ ଟଗର ନାଏକ। ନବୀନ ବାବୁଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦୀର୍ଘ ଦିନ ରୁ ପ୍ରଚାର କରିଛନ୍ତି। ନୂଆପଡ଼ା ଉପ ନିର୍ବାଚନ ତାଙ୍କ ପାଇଁ ଏକ ସୁଯୋଗ ଅଟେ। ଦଳ ଯାହାକୁ ପ୍ରାର୍ଥୀ କରିଛି ତାର ପ୍ରଚାର ପାଇଁ ଆଗେଇ ଆସିଛନ୍ତି। ଡିବ୍ୟାଙ୍ଗ ଏହି ଉତ୍ସାହ ପ୍ରଂଶସନୀୟ ଅଟେ।
