*ନୂଆପଡା ଉପ ନିର୍ବାଚନ ନେଇ ଆଜି ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା ନିଜ ନାମାଙ୍କନ ପାତ୍ର ଦାଖଲ* ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ଆଜି ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ସେ ଯାଜପୁର ଜିଲ୍ଲା ନିବାସୀ ହୋଇଥିବା ବେଳେ ପ୍ରତ୍ୟେକ ନିର୍ବାଚନ ରେ ଅଂଶ ଗ୍ରହଣ କରି ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଜିଲ୍ଲା ରେ ଥିବା ସମସ୍ୟା ର ସୁଧାର ଆଣିବା ସହ ଗଣତନ୍ତ୍ର ର ସୁରକ୍ଷା ଏକ ମାତ୍ର ଲକ୍ଷ ଅଟେ ବୋଲି ପ୍ରକାଶ କରିଛନ୍ତି।
