*ନୂଆପଡା ସଦର ମହକୁମା ସ୍ଥିତ ଖୁଣ୍ଟିଆ ସମ୍ମିଳନୀ କକ୍ଷ ଠାରେ କଂଗ୍ରେସ କମିଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ସଦର ମହକୁମା ସ୍ଥିତ ଖୁଣ୍ଟିଆ ସମ୍ମିଳନୀ କକ୍ଷ ଠାରେ କଂଗ୍ରେସ କମିଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ସାମ୍ବାଦିକ ସମ୍ମିଳନୀ ରେ ପିସିସି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ପୂର୍ବତ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତ୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ସୁର ରାଉତରାୟ, ଭଳି ବହୁ ନେତା ଯୋଗ ଦେଇଥିଲେ। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ନୂଆପଡ଼ା ବିକାଶ ନେଇ ତିନି ପ୍ରମୁଖ ଦଳ ର ଖୁଳ କଥା ପାଇଁ ଆହ୍ବାନ କରିଛନ୍ତି। ଜିଲ୍ଲାର ବିକାଶ ରେ ଡାଇଲକ ମାଧ୍ୟମରେ ପ୍ରଚାର କରିବାକୁ ଆହ୍ବାନ କରିଥିଲେ। ମଞ୍ଚ ମାଧ୍ୟମ ରେ ବିକାଶ ଆଲୋଚନା କରି ଅନ୍ୟ ମାନେ ଘଂଟାଏ କହିବା କୁ ଆହ୍ବାନ କରିଛନ୍ତି।
