*ନୂଆପଡା ଜିଲ୍ଲା କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦିନିକିଆ ଗସ୍ତ, ଆଜି ଗୌତମା ଏୟାର ଷ୍ଟ୍ରିପ ରେ ଅବତରଣ କରିବେ, ବିଜୟ ସଂକଳ୍ପ ସମାବେଶ ଯୋଗଦାନ କରିବେ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦିନିକିଆ ଗସ୍ତ, ଆଜି ଗୌତମା ଏୟାର ଷ୍ଟ୍ରିପ ରେ ଅବତରଣ କରିବେ, ବିଜୟ ସଂକଳ୍ପ ସମାବେଶ ଯୋଗଦାନ କରିବେ। ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରେ ଅନେକ ପରିବର୍ତ୍ତନ ହୋଇଅଛି। ବିଜୟ ସଂକଳ୍ପ ଯାତ୍ରା ରେ ଯୋଗ ଦେବା ସହ ସେଠାରେ ଅନେକ ବିଜେଡି କର୍ମୀ ନେତା ମାନେ ମିଶ୍ରଣ ପର୍ବ ରେ ବିଜେପି ରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଅଛି।
