ଜୟଦେବ ର ଗନ୍ତାଘର ଗ୍ରାମ ରୋଡ ର ଏକ ନଗ୍ନ ନମୁନା
ଭୁବନେଶ୍ୱର ବାଲିଅନ୍ତା ନିକଟ ଏମିତି ବି ଗାଁ ଯାହା ଆପଣ ଥରେ ଦେଖିଲେ ବିଶ୍ୱାସ କରିବେନି ଥରେ ଏ ରାସ୍ତା କୁ ଦୟାକରି ଦେଖନ୍ତୁ। ଏ ହେଉଚି ଓଡ଼ିଶାର ରାଜଧାନୀ ନିକଟ ବାଲିଅନ୍ତା ବ୍ଲକ ପାଖରେ ଥିବା ଏକ ଗ୍ରାମ ର ଦୃଶ୍ୟ। ଏ ହେଉଚି ଜୟଦେବ ନିର୍ବାଚନ ମଣ୍ଡଳୀ ର ରାଜନୀତି ର ଗନ୍ତାଘର ଗ୍ରାମ ଏ ଦୃଶ୍ୟ। ଯେଉଁ ଗାଁ ପାଖ ରେ ତହସିଲ ଅଫିସ, ବ୍ଲକ ଅଛି ସେ ଗାଁ ର ରାସ୍ତା ଏଭଳି ଶୋଚନୀୟ ଅବସ୍ଥା। ଏହି ପଞ୍ଚାୟତ ରେ ଓ ଗ୍ରାମରେ ବହୁତ ନେତା ଆଉ ସମାଜ ସେବୀ ଥିଲେ ମଧ୍ୟ ଏ ରାସ୍ତା ଉପରେ କାହାର ନଜର ପଡୁନି। ଏହି ଗ୍ରାମ କୁ ପ୍ରତିଦିନ ବିଧାୟକ ଜିବା ଆସିବା କଲେ ମଧ୍ୟ ତାଙ୍କ ନଜର ଆଢ଼ୁଆଳରେ ରହିଯାଇଛି। କେମିତି ଜାଣିପାରୁନାହାନ୍ତି ବିଧାୟକ କେଜାଣି ରାତି ପାଇଲେ ସେ ଗ୍ରାମ କୁ ଯାଉଛନ୍ତି ବି ବ୍ଲକ ତହସିଲ ଅଫିସ ବି ହେଲେ କାହାର ନଜର ପଡ଼ୁନି ନାଁ ନଜର ନହ ପଢ଼ିବାର ଅଭିନୟ କରୁଛନ୍ତି ଏହି ଅଉ କୋଉ ଗ୍ରାମ ନୁହଁ ବ୍ଲକ ତହସିଲ ଯୋଉ ଗ୍ରାମ ରେ ଅଛି ସେ ଗ୍ରାମ ଉମଦେଇ ବ୍ରହ୍ମପୁର ପଞ୍ଚାୟତ ର ଗ୍ରାମ ହେଲା ଗଡ଼ଶ୍ରୀରାମ ପୁର
