ବିଞ୍ଝାରପୁର ପୋଲିସ ର ସଫଳତା ଯୋଗୁ ଆଜି ଅଞ୍ଚଳରେ ଖୁସିର ଲହର ଖେଳି ଯାଇଛି
ବିଞ୍ଝାରପୁର/(ନିପ୍ର) ରିପୋର୍ଟର,, ସରୋଜ କୁମାର ଧଳ ଭଂଜଦୂତ ଖବର
ବିଞ୍ଝାରପୁର ବ୍ଲକ ଅଧିନସ୍ତ ସୟଦପୁର ଗ୍ରାମରୁ ବିଞ୍ଝାରପୁର ପୋଲିସ କୁ ବଡ଼ ସଫଳତା ମିଳି ଥିବାର ଜଣା ପଡିଛି ଏବେ ଜନ ସାଧାରଣ ଙ୍କର ପ୍ରଂଶଶା ର ପାତ୍ର ବିଞ୍ଝାରପୁର ଥାନା ଅଧିକାରୀ | ଗତ କାଲି
*ଜବତ୍ କଲା ବିଞ୍ଝାରପୁର ଥାନା*
*ଧଳା ଜହର କବଳରେ ବିଞ୍ଝାରପୁର ଯୁବସମାଜ*
*ଅନେକ ଯୁବକ ନିଶା ଖାଇ ଜୀବନ ହାରୁଚ୍ଛନ୍ତି ତ ପୁଣି କିଏ ନାନାଦି ଅପରାଧ ଘଟାଉଛନ୍ତି*,
*ଧଳା ଜହର ବିକ୍ରେତା ମାଷ୍ଟର ମାଇଣ୍ଡ ନାଗମା ବିବି ଗିରଫ*
*ସର୍ବଦା ପୋଲିସ କୁ ଚକମା ଦେଇ ଖସି ଯାଉଥିବା ନଗମା ବିବି ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ଙ୍କ ଦ୍ଵାରା ଗିରଫ*
*ପୋଲିସ କେଶ୍ ନମ୍ବର ୪୦୬/୨୫ ଧାରା ୨୧ବି ରେ ଗିରଫ ହୋଇ କୋର୍ଟ ଚାଲାଣ କଲା ବିଞ୍ଝାରପୁର ପୋଲିସ*,
