ଯାଜପୁର (ସରୋଜ କୁମାର ଧଳ) :ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଲକ ଅଧିନସ୍ତ ଟିଣା ଗ୍ରାମପଞ୍ଚୟତ୍ତ ରେ ବିଜେପି ସାଙ୍ଘଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ବିଜେପି ପଂଚାୟତ ସଭାପତି ଭାବେ ରବୀନ୍ଦ୍ର ବେହୁରିଆ ଓ ଉପ ସଭାପତି ଦିଲୀପ ନାୟକ ଙ୍କୁ ଉପସ୍ଥିତ କାର୍ଯ୍ୟକର୍ତା ଙ୍କ ସର୍ବସଂମତି କ୍ରମେ ଦାଇତ୍ୱ ପ୍ରଦାନ କରାଗଲା ଉପସ୍ଥିତ ଙ୍କ ମଧ୍ୟରେ ନିରଞ୍ଜନ ବେହୁରିଆ ,ସରପଞ୍ଚ ଜ୍ଞାନରଞ୍ଜନ ଜେନା, ସୁବାଷ ରାଉତ ,ଧୁଶାସନ ବେହୁରିଆ , ରାମ ଚନ୍ଦ୍ର ନାୟକ,ଚକ୍ର ଧର ମଲିକ,ବାଇଧର ସାହୁ , ନବ କିଶୋର ସାମଲ, ସର୍ବେଶର ସାହୁ ,ଅଭିମନୁ ସେଠି, ସନ୍ୟାସି ମଳିକ ,ପାଣ୍ଡଵ ଜେନା,ଜ୍ୟୋତି ପ୍ରକାଶ ମଲିକ,ଅରୁଣ ମଲିକ ,ବିପିନି ମଲିକ,ଧୋଜମନି ନାୟକ , ସତ୍ୟବାନ ଜେନା,ବସନ୍ତ ଜେନା ,ଦିଲୀପ ଜେନା, ଦର୍ପ ବେହୁରିଆ, ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ଦାଇତ୍ୱ ଗ୍ରହଣ କରି ସୁଚାରୁ ରୂପେ ତୁଲାଇବାର ପ୍ରତିଶୃତି ମଧ୍ୟ୍ୟ ଦେଇଥିଲେ ।
