
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ବିରୁଜାଙ୍ଗ ହରିଜନ ସାହି ଠାରେ ଆଜି ଗଜାନନ ଙ୍କ ବିସର୍ଜନ ଉତ୍ସବ ବହୁ ଧୁମ ଧାମ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଗଜାନନଙ୍କ ସମସ୍ତ ନୀତିକାନ୍ତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା କରିବା ସହ ଗ୍ରାମବାସୀ ନାଚ ଗୀତରେ ଗଜନନଙ୍କୁ ବିଦାୟ କରିଥିବା ଦେଖିବାକୁ ମିଳିଥିଲା।
