ସିଂହପୁର/(ନିପ୍ର)ରିପୋର୍ଟର ବିଜୟ କୁମାର ବାରିକ
ଭଞ୍ଜଦୂତ
ଗ ସୂଚନା ଅନୁ ଯାଇ ବିଂଝାରପୁର ଅଞ୍ଚଳ ର କୈଲାଣ ପୁର ଗ୍ରାମ ର ଅଜୟ ବଳ ଙ୍କ ଝିଅ ଇସ୍ପିତା ବଳ ସିଂହପୁର କଲେଜ ଛକ ଠାରେ ଗୋଟିଏ ବିୟୁଟି ପାଲ୍ଲାର କରିଥିଲେ ଗତ
27’08’2025 ସାନ୍ଧ୍ୟ ସମୟ ରେ ସେହି ବିୟୁଟି ପାଲ୍ଲାର ରୁ ଇସ୍ପିତା ଙ୍କ ମୃତ ଦେହ ଜୁଲନ୍ତା ଅବସ୍ଥା ରେ ମିଳିଥିଲା ପରିବାର ଲୋକେ ତାଙ୍କର ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଵି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରି ଥିଲେ ସେହି ଅଭିଯୋଗ ଭିତିରେ ବିଂଝାରପୁର ପୋଲିସ ଆଉ ବିଳମ୍ବ ନଅ କରି ବିଂଝାରପୁର ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱ ରେ ଜରି ଅଞ୍ଚଳ ର ମନୋଜ ସାମଲ ନାମଙ୍କ ଯୁବଙ୍କୁ ଉଠାଇ ଆଣିବା ସହ
ମୃତଦେହ କୁ ନେଇ ଵେବଚ୍ଛେଦ କରିଥିଲେ ଏବଂ ଘଟଣା ବିଷୟରେ ତଦନ୍ତ କରି ମନୋଜ ସାମଲ କୁ ବିଂଝାରପୁର ଥାନ ଅଧିକାରୀ କୋଟ ଚାଲାଣ କରିଥିଲେ
ମନୋଜ ସାମଲ ଇସ୍ପିତା କୁ ଭଲ ପାଉଥିଲେ ମନୋଜ ତାକୁ ବିଭିନ୍ନ ପ୍ରକାର ର ଧମକ ଦେବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରୁଥିଲେ ନହେଲେ ଜୀବନରୁ ମାରିଦେବି କିଏ କିଛି କରି ପାରିବେ ନାହିଁ ମୋର ମୋ ବାପା ଆର୍ମି ରେ ଅଛନ୍ତି କହି ଧମକ ବାରମ୍ବାର ଦେଇ ଅସୁଥୁଲା ପରିବାର ଲୋକେ ଅଭିଯୋଗ କରିଛନ୍ତି
