ଧର୍ମଶାଳା (କୁଲୁ ବରାଳ) : ଧର୍ମଶାଳା ବ୍ଳକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ରେ ଥିବା ବେଳଗାଡିଆ ଗ୍ରାମ ରେ ଗଣେଶ ପୂଜା ପାଳନ ଅବସରରେ ଏବଂ ଶ୍ରୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ର ବିଧାୟକ କୁ ଆମନ୍ତ୍ରଣ କରିଥିଲେ ଗ୍ରାମ ବାସିନ୍ଦା ଓ ଶ୍ରୀ ସାହୁ ଆସି ପହଁଚିଲେ ପୂଜା ରେ ଭାଗ ନେବା ସହ ସୁଖ ଦୁଃଖ ବୁଝିଥିବା ବେଳେ ହସଖୁସିର ଉଲ୍ଲାସ ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ମଙ୍ଗଳ କାମନା କରିଥିଲେ ଏବଂ ଏମିତି ମୁଁ ତୁମ ପାଖରେ ପହଞ୍ଚିବି ତୁମ ସାଥିରେ ଥିବି ଓ ଧର୍ମଶାଳା ର ନିର୍ବାଚନମଣ୍ଡଳୀରେ ଯେତେ ଭାଇ ଭଉଣୀ ଅଛନ୍ତି ସମସ୍ତ ଙ୍କ ପାଖରେ ପହଞ୍ଚିବି ଏବଂ ବେଳଗାଡିଆ ର ଗ୍ରାମ ବାସିନ୍ଦା ମାନେ ବିଧାୟକ କୁ ସ୍ଵାଗତ କରିଥିଲେ ଓ ଯିବା ସମୟରେ ବେଳଗାଡିଆ ଗଣେଶ ପୂଜା କମିଟି ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତ ଙ୍କ ଆଖିରେ ସାମ୍ନା ରେ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଏମିତି ଆମ ପାଖରେ ରହିଥାନ୍ତୁ |
