ବସ୍ତା (ସେଖ ଆଜାରୁଦ୍ଦିନ) : ସମାନ କାମକୁ ସମାନ ଦରମା ଦାବିରେ ଓଡିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ଆନ୍ଦୋଳନ, ବାଲେଶ୍ୱର ଜିଲ୍ଲା ବସ୍ତା ଅମଲା ସଂଘ ପକ୍ଷରୁ ୪ ଦଫା ଦାବି ନେଇ ବସ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନ, ଅମଲା ମାନଙ୍କ ମୁଳ ଦରମା ଲେବୁଲ ୯ କରିବା ପାଇଁ ଦାବି କରିବା ପାଇଁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଆଜି ପର୍ଯ୍ୟନ୍ତ ଅଣଦେଖା କରି ଆସୁଛନ୍ତି, ତେଣୁ ମୁଳ ଦରମା ଲେବୁଲ ୯ ସହିତ ରିଜର୍ବେସ ୩୩ ପ୍ରତିଶତ ବଦଳରେ ୧୦୦ ପ୍ରତିଶତ କରିବା, ନୁଆ ପେନସନ ବଦଳରେ ପୁରୁଣା ସ୍କିମ ରେ ପେନସନ ଏବଂ ଅମଲା ମାନଙ୍କୁ ବୀମାର ଅନ୍ତଭୁକ୍ତ କରାଯାଇ ନ ଥିବାରୁ ଜୀବନ ବୀମାରେ ଅର୍ନ୍ତଭୁକ୍ତ କରି ୨୦ ଲକ୍ଷ ଟଙ୍କା ବୀମା ଦାବି କରିଛନ୍ତି, ଯଦି ସରକାର ଦବି ନଶୁଣନ୍ତି ତାହା ହେଲେ ଏହି ଆନ୍ଦୋଳନ ଯୋରଦାର କରାଯିବ ବୋଲି ଚେତାବନି ଦେଇଛନ୍ତି ।
