
ବମ୍ବେ ଛକ (ଅଜୟ କୁମାର ମଣ୍ଡଳଙ୍କ) : ଆଜି ପାଖରୁ ଝାରପୋଖରିଆ_ପଞ୍ଚାୟତ ର ସମସ୍ତ ୱାଡ ଗୁଡିକରେ ଗ୍ରାମ ପଞ୍ଚାୟତ ବର୍ଡି ନିଷ୍ପତ୍ତି କ୍ରମେ ସରପଞ୍ଚ ଙ୍କ ତତ୍ତ୍ଵାବଧାନରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଚାଲିବ ତତ୍ ସହିତ ୱାର୍ଡ ବାସୀଙ୍କୁ ସ୍ୱଚ୍ଛତା ବାବଦରେ ସଚେତନ କରାଯିବ ବୋଲି ନାଏବ ସରପଞ୍ଚ ମଣି ଶଙ୍କର ବାରିକ ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ମାଳତୀ ସିଂ,ନାଏବ ସରପଞ୍ଚ,ମଣି ଶଙ୍କର ବାରିକ ୱାଡ ସଭ୍ୟ ବିଶିକେଶନ ଗିରି ଏବଂ ଅନ୍ୟାନ୍ୟ ୱାଡ଼ର ସଭ୍ୟ ସଭ୍ୟା, ପଞ୍ଚାୟତ ର କାର୍ଯ୍ୟରତ ପିଇଓ, ଏଡିଓ ଏବଂ ସ୍ଥାନୀୟ ଶୟଂ ସହାୟକ ଗୋଷ୍ଠୀ ର ମା ମାନେ ଉପସ୍ଥିତ ରହି ଏହି ଅଭିଯାନ ରେ ସାମିଲ ହୋଇଥିଲେ।