ଯାଜପୁର/ବିଞ୍ଝାରପୁର (ସରୋଜ କୁମାର ଧଳ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧିନସ୍ତ ବରପଦା ପଞ୍ଚାୟତ ର ରାମଚନ୍ଦ୍ରପୁର ଗ୍ରାମରେ ସୁରେନ୍ଦ୍ର ମହାଳିକ, ପଦ୍ମଲାଭ ସାହୁ, ସୁକାନ୍ତ ଦାସ, ରାମଚନ୍ଦ୍ର ନାୟକ, ବିଜୟ କୁମାର ଦାସ, ଅରୁଣ କୁମାର ବାରିକ ଏବଂ ବହୁ ଗ୍ରାମ ବାସୀଙ୍କ ନେତୃତ୍ୱରେ ଆମ ଗାଁ ଆମ ପରିଚୟ ମାଧ୍ୟମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସହରରୁ ଗ୍ରାମ ପର୍ଯ୍ୟନ୍ତ ଏହା ଏକ ଚର୍ଚ୍ଚା ବିଷୟ ପାଲିଟିଛି| ବର୍ତ୍ତମାନ ସିଦ୍ଧାନ୍ତ ରେ ପହଁଚିଛନ୍ତି ଗ୍ରାମବାସୀ ବୃନ୍ଦ ଯେ ଗ୍ରାମର କିପରି ସ୍ଵଛ ନିର୍ମଳ ପରିବେଶ ଗଢିତୋଳିବେ ରାମଚନ୍ଦ୍ରପୁର ଗ୍ରାମବାସୀ ଙ୍କର ଏକ ମାତ୍ର ପ୍ରୟାସ | ଏହିଭଳି ଏକତ୍ରିତ ହୋଇ ଯଦି ପ୍ରୟାସ ଜାରି ରଖନ୍ତି ତାହେଲେ ଆଗାମୀ ଦିନରେ ଦୁନିଆକୁ ଏକ ନୂଆ ବାର୍ତ୍ତା ପହଞ୍ଛାଇବ ବୋଲି ଆଶା ଓ ବିଶ୍ୱାସ |
