ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ୱାର୍ଡ ନମ୍ୱର୍ ୨ ବସଷ୍ଟାଣ୍ଡ ସଡ଼କ ରେ ଆଣ୍ଠୁଏ ବର୍ଷା ଜଳ, ଯାତାୟତ ବାଧାପ୍ରାପ୍ତ ହେଉଅଛି। ବିଶେଷ କରି ବସ ରେ ଓହ୍ଲାଇ ଯାତ୍ରା ମାନେ ଯାତାୟତ ସମସ୍ୟା ହେଉଥିବା ବେଳେ ଖଡିଆଳ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ମାନେ ଯାତାୟତ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ଙ୍କୁ ବିଶେଷ ଅନୁରୋଧ। ସହରାଞ୍ଚଳ ରେ ଏଭଳି ଅବସ୍ଥା ସତରେ ଦୁର୍ଭାଗ୍ୟଜନକ ଅଟେ।
