
ଆଦିବାସୀ ସୋସିଆଲ ଓ କଲ୍ଚରାଲ ସୋସାଇଟିକୁଚିଣ୍ଡା ମାର୍ଫତରେ ଏକଲ ଗ୍ରାମୋଥାନ ଫାଉଣ୍ଡେସନ ଝାରସୁଗୁଡ଼ା ସହାୟତାରେ ଵାଲମତୀ ଦେହୁରୀ ନର୍ସିଂ କଲେଜ କୁଚିଣ୍ଡା ପ୍ରାଙ୍ଗଣରେ ତା ୧/୭/୨୦୨୫ ମସିହାରୁ ମାଗଣାରେ ୩ ମାସିଆ କମ୍ପ୍ୟୁଟର ତାଲିମ ଓ ମାଗଣାରେ ତା ୧୮/୭/୨୦୨୫ରୁ ସିଲାଇ ଟ୍ରେନିଂ ମଧ୍ୟ ଚାଲୁଅଛି। ଇଛୁକ ଯୁବକ ଯୁବତୀ ଓ ମହିଳା ମାନଙ୍କୁ ଅନୁରୋଧ ଯେଉଁ ମାନେ ଏହି ଏହି କମ୍ପ୍ୟୁଟର ଓ ଟେଲରିଙ୍ଗ ଟ୍ରେନିଂ ନେବାକୁ ଚାହାନ୍ତି ସେମାନେ ପ୍ରତ୍ୟେକ ସୋମବାର ଠାରୁ ଶନିବାର ଦିନ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୫ଟା ଭିତରେ ଆଦିବାସୀ ଭବନ କୁଚିଣ୍ଡାକୁ ଆସିବାକୁ ତାଙ୍କ ନାମ ପଞ୍ଜିକୃତ କରିବାକୁ ଅନୁରୋଧ। ନାମ ପଞ୍ଜିକରଣ ପାଇଁ ଏକ ପାସପୋର୍ଟ ଫଟୋ, ଆଧାର କାର୍ଡ ର କପି ଓ ଶେଷ ଶିକ୍ଷାଗତ ଯୋଗ୍ୟତା ର ପ୍ରମାଣ ପତ୍ର ଦାଖଲ କରିଵାକୁ ପଡ଼ିବ । ନିଵେଦକ, ଶ୍ରୀ ବୃନ୍ଦାବନ ମାଝି ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା ତଥା ସାଧାରଣ ସମ୍ପାଦକ ଆଦିବାସୀ ସୋସିଆଲ ଓ କଲ୍ଚରାଲ ସୋସାଇଟିକୁଚିଣ୍ଡା ତଥା ନିର୍ଦ୍ଦେଶକ ବାଲ୍ମତୀ ଦେହୂରୀ ନର୍ସିଂ କଲେଜ କୁଚିଣ୍ଡା।