ଲକ୍ଷ ଲକ୍ଷ ଟଙ୍କା ଦରମା ପାଇବି ଏମାନଙ୍କୁ ଅଣ୍ଟାଉନାହିଁ. ଲୋକଙ୍କ ଝାଳ ବୁହା ଟଙ୍କା ଉପରେ ଲୋଭ.
2024 ରେ ଚାକିରୀ ଆରମ୍ଭ 2026 ରେ ଗିରଫ ।।
ବାଲିଆପାଳ ସବରେଜିଷ୍ଟର ଅଫିସରେ ଘରବାଡି ପଟ୍ଟା ପାଈଁ 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସବରେଜିଷ୍ଟର ମନିଷା ମିଶ୍ରଙ୍କୁ ଧରିଲା ଭିଜିଲାନ୍ସ ଟିମ୍ ।