
କଟକ ଏହି ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ସାନ ବାରସିଂହରେ ପ୍ରେମର କରୁଣ ପରିସ୍ଥିତି ଘ୍ଟଟି ଛି ଯୁବତୀ ଜନଙ୍କ କିରାସିନି ଦେହ ରେ ତ୍ଢାଳି ହୋଇ ନିଜେ ନିଜେ ଜଳିଗଲେ । ଦେହରେ ନିଆଁ ଲାଗି ଗୁତୁତର ହେବା ରୁ ତାଙ୍କୁ କଟ୍ କ ବଡ ଡ଼ାକ୍ତରଖାନାରେ ଚିକତ୍ସାଧୀନ ଥିଲେ କିନ୍ତୁଆଜି ସୋମବାର ରେ ତାଙ୍କ ର ମୃତ୍ୟ ଘଟିଛି।ପ୍ରେମ ସମ୍ପର୍କ କୁ ନେଇ ଏହି ଭଳି ଘଟଣା ଘଟିଥିବା ସୂଚନା ମିଳିଛି ।