କମ୍ପୁଲେଇ ଗଜଲଷ୍ମୀ ପୂଜା ।
(ଧର୍ମାନନ୍ଦ ସେଠି ଙ୍କ ଖବର )
କଙ୍କଡାହାଡ଼ – କମ୍ପୁଲେଇ ଗ୍ରାମ ଠାରେ ଗଜଲଷ୍ମୀ ପୂଜା ଧୁମଧାମରେ ପାଳନ ହେଉଅଛି ,ଗ୍ରାମର ଦୁଇଟି ପୂଜା ମଣ୍ଡପରେ ମା ଗଜଲଷ୍ମୀ ପୂଜା ପାଉଛନ୍ତି ,ସତସଙ୍ଗ ମନୋରଞ୍ଜନ କ୍ଲବ ଆନୁକୂଲ୍ୟରେ 32 ତମ ପୂଜା ଅନୁଷ୍ଠିତ ହେଉଛି ,କ୍ଲବର ସମସ୍ତ ସଦସ୍ୟ କଳସ ଯାତ୍ରା,ଆବାହନ ଆଦି ପୂଜା କରାଯାଇ ଚକ୍ଷୁଦାନ କରାଯାଇ ବିଧିବଦ୍ଧ ଭାବେ ପୂଜା ଚାଲୁ କରିଛନ୍ତି ,6 ଦିନ ଧରି ମା ପୂଜା ମଣ୍ଡପରେ ପୂଜା ପାଇବେ , ପୂଜାର୍ଚ୍ଚନା କରୁଥିବା ବେଳେ ଶ୍ରୀମନ୍ତ ଚିନ୍ତାମଣି ସାହୁ କର୍ତା ଦାଇତ୍ୱ ତୁଲାଇ ଥିଲେ।କ୍ଲବ ପକ୍ଷରୁ କ୍ରୀତନ ନାମ ପରିବେଷଣ, କାର୍ଯ୍ୟକ୍ରମ ମା ଲଷ୍ମୀ ପୂଜା ର ସଭାପତି
ମାନଗୋବିନ୍ଦ ସାହୁ , ସମ୍ପାଦକ ରାକେଶ ସାହୁ, ,କମିଟିର ସଦସ୍ୟ ଆମ୍ବୁଜ ସାହୁ,ରବିନାରାୟଣ ସାହୁ, ଗଗନ ସାହୁ, ଅଜୟ ଦେହୁରୀ, ବୃନ୍ଦାବନ ସେଠି, ଅଶୋକ ପରିଡା, କେଶନ ସାହୁ, ଧର୍ମାନନ୍ଦ ସେଠି, ସୁଧାକର ସାହୁ, ଅନିଲ ସାହୁ, ସର୍ବେଶ୍ୱର ସାହୁ, ବଳରାମ ସାହୁ ସମେତ ଅନ୍ୟ ସଦସ୍ୟ ସହଯୋଗ ସେହିପରି କମ୍ପୁଲେଇ ଗ୍ରାମ ର ଲକ୍ଷ୍ମଣ ପୁର ଅନ୍ୟ ଏକ ପୂଜା କମିଟି ପକ୍ଷରୁ ମାଙ୍କ ରୀତିନୀତି ଅନୁସାରେ ଅନେକ ବର୍ଷ ହେଲାଣି ପୂଜା ମଣ୍ଡପରେ ମା ପୂଜା ପାଉଛନ୍ତି ।ପଣ୍ଡିତ ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ହିମାଶୁ ସାହୁ, ଅଜୟ ପରିଡା, କୁଲଦୀପ ସାହୁ, ଲିପୁ ସାହୁ, ଜୟରାମ ବାରିକ, ଅନ୍ୟ ସଦସ୍ୟ ଙ୍କ ସାହାଯ୍ୟ ରେ ଧୁମଧାମ ରେ ପାଳନ କରାଯାଇ ଅଛି l
