କୋରାପୁଟ ସ୍ଥିତ ସ୍କିଲ ଡେଭଲପମେଣ୍ଟ ଅଫିସ୍ ମିଟିଂ ହଲ୍ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜ ତଥା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଡମ୍ ସମାଜ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଡମ୍ ସମାଜ ସଭାପତି ତଥା ମାନ୍ୟବର ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛ ଙ୍କ ସଭାପତିତ୍ୱରେ ପରିଚାଳନା କରାଯାଇ ଥିଲା ଏବଂ ସମସ୍ତ ଜିଲ୍ଲା ଡମ୍ ସମାଜ ସଭାପତି, ସମ୍ପାଦକ, ବ୍ଲକ ଡମ୍ ସମାଜ ସଭାପତି,ସମ୍ପାଦକ, ସମାଜ ସେବି, ଜାତି ପାଇଁ ଲୁଡୁ ଥିବା ପ୍ରତ୍ୟେକ ବ୍ଲକର କର୍ମୀ ଉପୋସ୍ଥିଥ ଥିଲେ l ଡମ ମାନଙ୍କ ଉନ୍ନତି ଏବଂ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅବଗତ କରାଯାଇ ଥିଲା l ଉକ୍ତ ବୈଠକରେ ନିମ୍ନ ଲିଖିତ ଏଜେଣ୍ଡା ବିଷୟରେ ଆଲୋଚନା କରା ଯାଇଥିଲା କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
