ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତନା ଗ୍ରାମ ଖଡ଼ିଆଳ ନିକଟରେ ଚଉମିଲ ଖାଇବାକୁ ନେଇ ବାଟରେ ଦୁଷ୍କର୍ମ କାରି ପ୍ରଥମେ ଗଲାକୁ ଚାପିମାରିଛନ୍ତି ତାପରେ କେମିକାଲ ବ୍ୟବହାର କରିଛନ୍ତି ପୁଡ଼ିଛନ୍ତି ନାମ୍ପାପ ଫାଣ୍ଡିରେ ଅଭିଯୋଗ କରିଥିଲେ ବାପା ମା କିନ୍ତୁ କେସ ରେଜିଷ୍ଟର ନ କରି ଖମ ଖିଆଲ ଭାବେ ନେଇଛି ହାତକୁ police ର ଭୁଲ୍ ପାଇଁ 14 ବର୍ଷ ନାବାଳକ ଝିଅ ର ମୃତ୍ୟୁ ହେଲା ଆଜି 6 ଦିନ ପରେ ଜଣେ ମୁଖ୍ୟ ଆସାମୀ କୁ ଧରିବାରେ ସଫଳ ହୋଇଛି ତାର ଇନ୍କକୋଆରୀ ଚାଲିଛି ଆସାମୀ ସମସ୍ତ ସତ କଥା କହିଛି ଆଗକୁ। ଆଜି ବିଜେଡି ନେତା ପୀଡ଼ିତା ବାପା ମା କୁ ଭେଟିଛନ୍ତି ।
ଜନସାଧାରଣ ଦାବି ଯେଉଁମାନେ ଦାୟୀ ତାଙ୍କୁ ଫସି ଦିଆଯାଉ
