ରମ୍ଭାଦେବୀ ସେବା ସମ୍ମାନ ପାଇଲେ ସମ୍ମାନୀୟ ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି ।
ରିପୋର୍ଟ _ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବା ରୁଦ୍ରନାରାୟଣ ପୃଷ୍ଠୀ ଜଣେ କବି, ସାହିତିକ, ଗାଳ୍ପିକ,ସମାଜ ସେବା ଗବେଷକ,ସୁବକ୍ତା, ଭାବରେ ସାରା ଯୁବକରେ ପରିଣତ।
ଆଜି ପ୍ରତିକୂଳ ପାଗ ସତ୍ୱେ ଶ୍ରୀରାମ ଚନ୍ଦ୍ର ଭବନ କଟକ ଠାରେ ସ୍ବର୍ଗତା ମା ରମ୍ଭା ଦେବୀ ଙ୍କ ହାତ ଗଢ଼ା ଅନୁଷ୍ଠାନ ସେବା ସମିତି (କଦଳା ) ହରିଦାସପୁର ପକ୍ଷ ରୁ ଅନୁଷ୍ଠିତ ମା ଙ୍କ ଛବିଶ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇ ମା ଙ୍କ ଜନସେବା ସମ୍ପର୍କ ରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏହି ସମ୍ପନ୍ନ ବ୍ୟକ୍ତିଙ୍କୁ ରମ୍ଭାଦେବି ସେବା ସମ୍ମାନରେ ସମ୍ମାନୀତ କରାଯାଇ ଥିଲା। ଏଥିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ।
