*ଅଗ୍ରସେନ ଜୟନ୍ତୀ ଅବସରରେ ପ୍ରତିଯୋଗିତା*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
*ଭବାନୀପାଟଣା, ୧୦/୧୦/୨୦୨୬:* ମହାରାଜା ଅଗ୍ରସେନ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
*ଲିଖିତ କୁଇଜ୍ ପ୍ରତିଯୋଗିତାରେ*
*ପ୍ରଥମ ସ୍ଥାନ – ଶୈଳେଶ ସେଠ୍*, ସୁପୁତ୍ର ଶ୍ରୀ ସତ୍ୟନାରାୟଣ ସେଠ୍
*ଦ୍ୱିତୀୟ ସ୍ଥାନ – ଯୋଗେଶ ଅଗ୍ରୱାଲ*, ସୁପୁତ୍ର ଶ୍ରୀ ସୁରେଶ ଅଗ୍ରୱାଲ
*ଏକ ମିନିଟ୍ ପ୍ରତିଯୋଗିତାରେ*
*ପ୍ରଥମ ସ୍ଥାନ – ଶିଖା ଅଗ୍ରୱାଲ*, ଧର୍ମପତ୍ନୀ ଶ୍ରୀ ଅଭିଷେକ ଅଗ୍ରୱାଲ
*ଦ୍ୱିତୀୟ ସ୍ଥାନ – ସଙ୍ଗୀତା ଅଗ୍ରୱାଲ*, ଧର୍ମପତ୍ନୀ ଶ୍ରୀ ଅଭିଷେକ ଖେତାନ
ବିଜେତାମାନଙ୍କୁ ଅଗ୍ରୱାଲ ସମାଜ ତରଫରୁ ଅଭିନନ୍ଦନ ଜଣାଯାଇଛି।
