*ନୂଆପଡା ଜିଲ୍ଲା ସିନାପାଲି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ଗେଟ ସମ୍ମୁଖରେ ଉତ୍ତେଜନା, ମନୋନୟନ ବାଦଲ ରେ ନିର୍ବାଚନ ହେବାକୁ ଦାବୀ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ) ତା:୦୯.୧୦.
ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ଗେଟ ସମ୍ମୁଖରେ ଉତ୍ତେଜନା, ମନୋନୟନ ବାଦଲ ରେ ନିର୍ବାଚନ ହେବାକୁ ଦାବୀ କରିଛନ୍ତି। ଇଲେକସନ୍ ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ଛାତ୍ରଛାତ୍ରୀ । କଲେଜ କର୍ତ୍ତୃପକ୍ଷ ଙ୍କ ଜରିଆରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରେ ଯୋଗ ଦେଇ ମନୋନୟନ ପ୍ରକ୍ରିୟା ଅବ୍ଲମ୍ୱନ୍ କରିବାକୁ ପ୍ରକାଶ କରିଥିଲେ। ଯୁବ ନେତୃତ୍ୱ ମୂଳ ଦୁଆ ହୋଇଥିବା ବେଳେ ଯୁବ ନେତୃତ୍ୱ ନେବାର ୮ ବର୍ଷ ପରେ ସୁଯୋଗ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।
