କଳାହାଣ୍ଡି (କିଶନ ଶର୍ମା) : ଆଜି ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ବାଲେଶ୍ୱର ଗସ୍ତ କରି ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ପରିବାରକୁ ଭେଟିବା ସହିତ ଦୁଃଖରେ ମ୍ରିୟମାଣ ପରିବାର ଜନଙ୍କୁ ସମବେଦନା ଜଣାଇଲି ।
ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଝିଅ ଟି ଆମ ଗହଣରେ ଆଉ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଜବାବ୍ ଦେବାକୁ ପଡ଼ିବ ।
ଝିଅ ଟିକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସଂଘର୍ଷ ଓ ସଂଗ୍ରାମ ଜାରି ରଖିବ ।
