ମଧୁପୁର ପଞ୍ଚାୟତରେ ଗୋ ଶାଳା ଓ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦଘାଟିତ
କଟକ ଜିଲ୍ଲା ମାହାଙ୍ଗା_୧୪/୯ ମାହାଙ୍ଗା ବ୍ଲକ ମଧୁପୁର ଗ୍ରାମ ପଞ୍ଚାୟତ ବାଲିବନ୍ତ ପଡିଆ ରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଓ ଗୋଶାଳା ଉଦଘାଟିତ ହୋଇଯାଇଛି।ମାହାଙ୍ଗା ଭାରତୀୟ ଜନତା ପାର୍ଟି ନେତା ସୁମନ୍ତ କୁମାର ଘଡେ଼ଇ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ କୁମାର ମହାନ୍ତି,କିଶୋର ଚନ୍ଦ୍ର ମଲିକ,ଉମେଶ ବାରିକ,ପରେଶ୍ ରାଉତ୍,ପ୍ରିୟବ୍ରତ ପ୍ରଧାନ,କରୁଣାକର ସେଠୀ,ଅରୁଣ କୁମାର ବେହେରା,ହରିଶ ଚନ୍ଦ୍ର ରାଉତ,ମନୋଜ କୁମାର ବେହେରା, ଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି କାର୍ଯ୍ୟାଳୟ ନିକଟରେ ଥିବା ଗୋଶାଳା ରେ ଥିବା ଗାଈ ମାନଙ୍କ ସେବା କରିଥିଲେ।
ରିପୋର୍ଟ ଜୀବନ ଜ୍ୟୋତି ରଣା ( ମାହାଙ୍ଗା)
