ଶ୍ରୀ ମନୋଜ କୁମାର ବେହେରା କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ଆଜି ୦୯.୦୯.୨୦୨୬ରେ ଶ୍ରୀ ମନୋଜ କୁମାର ବେହେରା କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) ଭାବେ ଯୋଗଦାନ କରିଛନ୍ତି। ସେ ପୂର୍ବରୁ DIPRO ଦାୟିତ୍ୱରେ ଥିବା ଶ୍ରୀ ଦିନେଶ କୁମାର କାନହର, DSSO, କଳାହାଣ୍ଡିଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
କଳାହାଣ୍ଡିରେ ଯୋଗଦାନ ପୂର୍ବରୁ ଶ୍ରୀ ବେହେରା ନବରଙ୍ଗପୁର ଜିଲ୍ଲାର DIPRO ଭାବେ କାର୍ଯ୍ୟରତ ଥିଲେ।
