ନୂଆପଡା..ଏହି ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ଇ ସି ସଂଘ ସରକାରଙ୍କର ଘୋଷଣା ଆରିଥିବା ନୂଆ ନିୟମ କୁ ପ୍ରତିହାର କରିବାକୁ ସରକାର କୁଦାବି, ବର୍ଷ ବର୍ଷ ଧରି ବିନା ପରିଶ୍ରମିକ ରେ କାର୍ଯ୍ୟରତ ଥିଲୁ 70 ଲକ୍ଷ ରୁ ଅଧିକ ମହିଳାମାନେ ମିଶନ ଶକ୍ତି ଦ୍ୱାରା ଉପକୃତ ହଉ ଥିଲେ, ଆତ୍ମା ନିର୍ଭୟଶୀଳ ହେବା ପାଇଁ 2024 ମସିହା ରେ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍କଟି ଋଣ ଯୋଜନା ରେ ମଧ୍ୟ ସାମିଲ ହୋଇ ଆର୍ଥିକ ଓ ମାନସିକ ଚାପରେ ଥିବା ବେଳେ ବିଡମ୍ବନା ବିଷୟ ଏହି କି ଯେ ଗତ 08/01/2025 ru22/01/2025 ରେ ମିଶନ ଶକ୍ତି ବିଭାଗ କମିଶନର / ସେକ୍ରେଟାରୀ ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଙ୍କୁ ଜାରି କରା ଯାଇ ଥିବା ନୂଆ ଗାଇଡ ଲାଇନ ଅନୁସାରେ ଏମାନଙ୍କୁ ବାହାର କରାଯାଇ ପୁନର୍ଗଠନ ପକ୍ରିୟାକୁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦେଶ ଥିବା ବେଳେ, ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ଲକ୍ଷ୍ୟ ଲକ୍ଷ୍ୟ ମହିଳା ଇ ସି କର୍ମୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପଇଛି.ସେମାନେ
ନିମ୍ନଲିଖିତ ଦାବି ପୂରଣ ପାଇଁ ଉପସ୍ଥାପନ କରିଛନ୍ତି
1.ମିଶନ ଶକ୍ତି ପକ୍ଷରୁ ଜାରି କରାଯାଇଥିବା ନୁଆଁ ନିୟମ କୁ ପ୍ରତ୍ୟାହାର ସହ କାର୍ଯ୍ୟରତ ଏହି ମହିଳା ମାନଙ୍କ କାର୍ଯ୍ୟକାଳ କୁ ବୃଦ୍ଧି କରା ଯାଉ
2.ସରକାର ଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍କଟି ଋଣ ଯୋଜନାରେ ସର୍ତ୍ତାବଳୀ ଅନୁଯାୟୀ ବାକି କିସ୍ତି ଗୁଡିକ ସମ୍ପର୍କ ରେ ସରକାର ବିଚାର କରନ୍ତୁ
3.ମିଶନ ଶକ୍ତି ବିଭାଗ ପକ୍ଷରୁ ଜାରି କରାଯଇଥିବା ନିର୍ଦେଶନାମା ରେ ଦର୍ଶା ଯାଇ ଥିବା GPLF ର ସମସ୍ତ ଅଡିଟ କୁ ଇ ସି କର୍ମୀ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁଲ ଏଥି ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଉ
ଏହି ଦାବି ପୂରଣ କରିବା ନିମନ୍ତେ ଖଡ଼ିଆଳ ଗୋଷ୍ଠୀଉନୟନ ଅଧିକାରୀଙ୍କୁ ଲିଖିତ ଭାବରେ ଦାବି ପତ୍ର ଦେଲେ