ଓଡ଼ିଶା ଡିଜିଟାଲ ମିଡିଆ
ମହାସଙ୍ଗ ର ମହାନତା
ରିପୋର୍ଟ _ ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଡିଜିଟାଲ ମିଡିଆ ମହାସଙ୍ଗ ମହାନତା ଯୋଗୁଁ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବଂ ନୁତନ ଅଧ୍ୟାୟ ସୃଷ୍ଟି କରୁଛି। ପ୍ରକାଶ ଥାଉକି ପ୍ରଭାସ ଜ୍ୟୋତି ମହାନ୍ତି ଙ୍କର ସର୍ମକିୟ ଙ୍କର ରକ୍ତ ଆବଶ୍ୟକ ହେଉ ଥିବାରୁ ହଠାତ୍ ଆଗ ଭୋର ହୋଇ ଆସିଥିଲେ ଓଡ଼ିଶା ଡିଜିଟାଲ ମିଡିଆ ମହାସଙ୍ଗ (ଯାଜପୁର)ର ସଂଯୋଜକ – ହେମନ୍ତ କୁମାର ନାୟକ, ସମ୍ପାଦକ – ବସନ୍ତ କୁମାର ମଲ୍ଲିକ ରକ୍ତ ଦାନ କରି ସାରା ଯାଜପୁର ଜିଲ୍ଲା ରେ ମହାନତା ଦେଖାଇଛନ୍ତି। ତେଣୁ ମହାନତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।
