ଠିଆ ହୋଇ ଥିବା ବାଇକକୁ ଧକ୍କା ଦେଲା ଟ୍ରକ୍ ବାଇକ୍ ଚାଳକ ଗୁରୁତର ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଭୁବନେଶ୍ଵରୀ colliery ରାସ୍ତାରେ ଏକ ବାଇକ୍ ଆରୋହୀ ଠିଆ ହେଇ ଥିବା ରାସ୍ତା କଡ଼ରେ ଏକ ଖାଲିଥିବା ଓଡ଼ି ୧୯ଏମ ୨୨୪୬ ନମ୍ବର ଟ୍ରକଟି ବାଇକ୍ କୁ ଧକ୍କା ଦେଇ ଥିଲା ଫଳ ରେ ବାଇକଟି ଟ୍ରକ ଚକା ତଳେ ପଡିଯାଇଥିଲା ।
ବାଇକ୍ ଚାଳକର ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଅମ୍ୱଲାନ୍ସ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି
ଗୁରୁତର ବାଇକ୍ ଚାଳକ ଜଣକ ତାଳଚେର ନିକଟସ୍ତ କଙ୍କିଲି ଗ୍ରାମର ବୋଲି ସୁଚନା ମିଳିଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
