🌹ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଶୋକସଭା ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଶୋକସଭା🌹
ବ୍ରହ୍ମପୁର.. ୨୮/୮. ବରିଷ୍ଠ ସାମ୍ବାଦିକ. କଣ୍ଠଶିଳ୍ପୀ. ତଥା ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭ୍ୟ. ନବକିଶୋର ମହାପାତ୍ର (ମୁନ୍ନା )ଙ୍କ ଅକାଳ ବିୟୋଗ ରେ କାର୍ଯ୍ୟକାରୀ ସଭାପତି. ଶ୍ରୀ ବିଚିତ୍ରନନ୍ଦ ବେଵାର୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଶୋକସଭା ପାଳନ କରାଯାଇଥିଲା.. ସମ୍ପାଦକ ଶ୍ରୀ ରମେଶ ମହାରଣା. ସ୍ୱର୍ଗତ ମହାପାତ୍ର ଙ୍କ ସ୍ମୃତି ଚାରଣ କରିବା ସହ ବିଭିନ୍ନ ଅନୁଷ୍ଠାନର ଉତ୍ସବରେ ଯୋଗ ଦେଇ ପୂର୍ବକ ଜଣେ ମିଷ୍ଟଭାସି, ବନ୍ଧୁ ବତ୍ସଳ. ଭାବେ ତାଙ୍କରି କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ.. ଅନ୍ୟମାନଙ୍କ ମଧ୍ୟରେ ମଞ୍ଚକଳାକାର ସମ୍ମିଳନୀ ର ଯୁଗ୍ମ ସମ୍ପାଦକ ଡ଼. ବିଜୟ ଚନ୍ଦ୍ର ମହାରଣା. ନବୀନ ହୋତା. କୈଳାଶ ପାଣିଗ୍ରାହୀ. ରାମ ପ୍ରସାଦ ସାବତ. ନରସିଂହ ପାଣିଗ୍ରାହୀ. ସଜ୍ଞା ସମାହିତ ପାଢ଼ୀ. ସୁଶାନ୍ତ ରାଉଳ. ପ୍ରମୁଖ ଏହି ଶୋକସଭା ରେ ଉପସ୍ଥିତ ରହି ସ୍ବର୍ଗତ ନବକିଶୋର ଙ୍କ ସୃତିଚାରଣ କରିଥିଲେ ପ୍ରଥମେ ଅମର ଆତ୍ମା ସଦଗତି ନିମନ୍ତେ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା.. ଶେଷରେ ଉଯେଳେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ 🙏
🌹🌹🌹🌹ଜୟ ଜଗନ୍ନାଥ 🌹🌹🌹🌹🌹
