କୋରାପୁଟ /25/08/2027
ଜ୍ଞାନ ଦୀପ ଦୁଇ ର ଶୁଭରାମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ l
ଆଜି ସ୍ଥାନୀୟ ଏସ ଏନ ଏଲ ମେଡିକାଲ କଲେଜ ର ଅଟୋରିୟମ ଠାରେ ଗତ ବର୍ଷ ଭଳି ଚଳିତ ବର୍ଷ ବି ପିଲାଙ୍କ ର ଜ୍ଞାନ ବୃଦ୍ଧି ପାଇଁ ତଥା ପରୀକ୍ଷା ରେ ଭଲ କରିବାର ମଧ୍ୟ୍ୟମ ପାଇଁ ଏକ ଦିନିକିଆ କର୍ମଶାଳା ଜିଲ୍ଲା ପ୍ରଶାସନ ଜିଲ୍ଲା ର ସମସ୍ତ ବ୍ଲକ ମୁନିସିପାଲିଟି ର ହାଇସ୍କୁଲ ର ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ପିନ୍ସପାଲ ଙ୍କୁ ନେଇ ଜ୍ଞାନ ଦୀପ ଦୁଇ କାଯ୍ୟକ୍ରମ ରଶୁଭରାମ୍ଭ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ କରମଦ୍ଧଳ ରେ କରିଛି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମ କୁ ଶୁଭଆରମ୍ଭ କରିଥିବା ବେଳେ ଅନ୍ୟ ଅତିଥି ଭାବେ ନବରଙ୍ଗପୁର ସଂସଦ ବଳଭଦ୍ର ମାଝୀ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରୋବେଷନିର ଆଇଏସ କୋରାପୁଟ ଦିୱାବୁଲୋ ଜୟପୁର ପି ଏ ଆଇ ଟି ଡି ଏ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣା କର ଭୁଇ ଓ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ନିଜ ନିଜ ମତ ପ୍ରଦାନ କରିବା ସହ ଏହି କାଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରଶାସନ ଅଧିକାରୀଙ୍କୁ ସଂମ୍ମାନିତ କରିଥିଲେ ଚଳିତ ବର୍ଷ ଷଷ୍ଠ ରୁ ଦଶମ ଶ୍ରେଣୀ ପିଲା ଙ୍କ ପାଇଁ ଏହି ଜ୍ଞାନ ଦୀପ କାଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପିଲା ଙ୍କ ସୃଜନl ଶିଳତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ଆଜିର କାଯ୍ୟକ୍ରମ ର ଅନ୍ୟ ଆକର୍ଷଣ ହେଲା ଜିଲ୍ଲା ପାଳ ଠୁ ଧରି ମୂଖ୍ୟ ଅତିଥି ଯାଏଁ ସମସ୍ତେ ନିଜ ନିଜ ଜୀବନର ଶିକ୍ଷା ଉପରେ ବୃତ୍ତି ଉପରେ ଆଲୋକପାତ କରିଥିଲେ l, କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ, ଖବର
