ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର ଅଳ୍ପକେ ବର୍ତିଲେ ପରିବାର,,,, ଜୟପାଟଣା କୁଳପତି ଶବର ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର କଳାହାଣ୍ଡି ଜିଲ୍ଲା ଜୟପଟଣା ବ୍ଲକ ରଣମାଳ ପଞ୍ଚାୟତ ମତୁଆଲଗୁଡା ଗ୍ରାମ ର ସୁରେଶ ପଟେଲ ଙ୍କ ଘର ଦୁଇ ଦିନ ବର୍ଷା ଲଘୁଚାପ ଯୋଗୁ ଭୁଶୁଡ଼ି ପଡ଼ିଥିଲା ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକେ ଏହି ପରିବାର ଅତେନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବର୍ତ୍ତମାନ କୋଉଠି ଆଶ୍ରୟ ନେବେ ଚିନ୍ତା ରେ ରହିଛନ୍ତି ସେମାନେ ୬ ଜଣ ପରିବାର ରହିଛନ୍ତି ପ୍ରଶାସନ କୁ ଅନୁରୋଧ ଆ ବାସଗୃହ ଗୋଟିଏ ଯୋଗାଇ ଦେବା କୁ ସାଧାରଣ ରେ ଦାବି କରିଛନ୍ତି ପରିବାର ଲେକେ
