*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ଠାରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ବିଲ୍ଡିଙ୍ଗର ଗୃହ ପ୍ରବେଶ, ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ, ଆସନ୍ତା ଦିନରେ କେନ୍ଦ୍ରୀୟ ନିଜସ୍ଵ ବିଲ୍ଡିଙ୍ଗରେ ଆରମ୍ଭ ହେବ ଶିକ୍ଷାଦାନ*
ନୂଆପଡା(ମିଖାଏଲ ନନ୍ଦ) ତା:୧୦.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ଠାରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ବିଲ୍ଡିଙ୍ଗର ଗୃହ ପ୍ରବେଶ, ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ, ଆସନ୍ତା ଦିନରେ କେନ୍ଦ୍ରୀୟ ନିଜସ୍ଵ ବିଲ୍ଡିଙ୍ଗରେ ଆରମ୍ଭ ହେବ ଶିକ୍ଷାଦାନ। ଅଧ୍ୟକ୍ଷ ସଞ୍ଜୀବ ସାହୁଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀମାନେ ଏକ ନୂତନ ବାତାବରଣ, ନୂତନ ପରିବେଶ ଏବଂ ନିଜସ୍ୱ ବିଲ୍ଡିଙ୍ଗ ରେ ହେବ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା। ଖୁଲା ମେଳା ପରିବେଶ ନିଜସ୍ୱ ବିଜ୍ଞାନ ଲେବ,କ୍ରୀଡ଼ା ପାଇଁ ସମସ୍ତ କୋର୍ଟ, ଏବଂ ସମସ୍ତ ଶ୍ରେଣୀଙ୍କ ପାଇଁ ନିଜସ୍ୱ କୋଠରୀ,ରହିଅଛି। ଏକ ପୂର୍ଣ୍ଣାଙ୍ଗ ଗୃହରେ ଉନ୍ନତ ଏବଂ ଗୁଣାତ୍ମକ ଆହ୍ୟାଧିନିକ ଶିକ୍ଷା ବ୍ୟବସ୍ଥା ର ଶୁଭାରମ୍ଭ ହେବ।ଉଦଘାଟନ ଅପେକ୍ଷାରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ।
